ବସନ୍ତଦୂତ Basanta dūta

  • ସଂ. ବି — ( 6 ଷ୍ଠୀ ତତ୍; ବସନ୍ତ+ଦୂତ) — (6ଷ୍ଠୀ ତତ୍; ବସନ୍ତ+ଦୂତ)
  • ସଂ. ବି — କୋକିଳ — 1. The cuckoo
  • ସଂ. ବି — (ବହୁବ୍ରୀହି) କାମଦେବ; ମଦନ — Cupid personified
  • ସଂ. ବି — ପଞ୍ଚମ ସ୍ୱର — The fifth of the seven musical notes in the gamot
  • ସଂ. ବି — ଆମ୍ବ ଗଛ — Mango tree
  • ସଂ. ବି — ଚୈତ୍ରମାସ (ହି. ଶ) — The month of Chāi̱tra