ବସନ୍ତଗୁଣ୍ଡିଚା Basantaguṇḍichā
- ସଂ. ବି — ସ୍ୱର୍ଣ୍ଣାଦ୍ରି ମହୋଦୟରେ ବର୍ଣ୍ଣିତ ଚୈତ୍ର ଗୁଣ୍ଡିଚା; ଚୈତ୍ର ମାସରେ ହେବା ଭୁବନେଶ୍ୱରର ରଥଯାତ୍ରା; ଅଶୋକାଷ୍ଟମୀ ରଥଯାତ୍ରା — The car fesival held during the month of Cha̲i̱tra at Bhubaneswar
- ସଂ. ବି — ବସନ୍ତ ଗୁଣ୍ଡିଚା ଏକାମ୍ର ବନେ କି ଯାତ୍ରୀ ଅନୁଗତ ପରା। ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି — [ଦ୍ର—ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଚୈତ୍ର ଶୁକ୍ଳା— ଷ୍ଟମୀରେ ଏହି ଯାତ୍ରା ହୁଏ। ଏ ଯାତ୍ରାରେ ଗୋଟିଏ ମାତ୍ର ରଥ ହୁଏ। ଏ ରଥର ନାମ ରୁକୁଣାରଥ।]