ବସନ୍ତ ପବନ Basanta pabana
- ସଂ. ବି ( 6 ଷ୍ଠୀ ତତ୍; ବସନ୍ତ+ପବନ) — ବସନ୍ତ— କାଳରେ ଦକ୍ଷିଣ ଦିଗରୁ ବହିବା ଆରାମପ୍ରଦ ସ୍ନିଗ୍ଧ ବାୟୁ; ସୁଲୁସୁଲିଆ ଦକ୍ଷିଣା ପବନ; ମଳୟପବନ — South wind blowing during the spring; south breeze
- ସଂ. ବି ( 6 ଷ୍ଠୀ ତତ୍; ବସନ୍ତ+ପବନ) — [ଦ୍ର—ମଳୟଗିରିର ଚନ୍ଦନ ଗଛରେ ଏ ପବନ ବାଜି ଆମ ଆଡ଼କୁ ଆସୁଥିବାରୁ ଏହା ଉକ୍ତ ଚନ୍ଦନର ସୁବାସଦ୍ୱାରା ସୁବାସିତ ହୋଇଥାଏ ବୋଲି ଲୋକେ କଳ୍ପନା କରନ୍ତି।]