ବସନ୍ତ ଆରିସା Basanta ārisā
- ଦେ. ବି — ଭୁବନେଶ୍ୱରର ଲିଙ୍ଗରାଜଙ୍କୁ ଭୋଗଲାଗିବା ଏକପ୍ରକାର ପତଳା ଆରସା ପିଠା — A kind of flat; round and thin sweet cake offered to the Liṅgarāja Deity at Bhubaneswar
- ଦେ. ବି — [ଦ୍ର—ଚାଉଳ ଚୂନାକୁ ଗୁଡ଼ ପାଣିରେ ସିଝାଇ ପତଳା ଖଳି କରି ଖଳିକୁ କଦଳୀପତ୍ରରେ ବିଛାଇ, ଘିଅରେ ଛାଣି ଏହି ପିଠା କରାଯାଏ।]