ବଷ୍କୟିଣୀ Bashkayiṇī

  • ସଂ. ବି. ସ୍ତ୍ରୀ—(ବଷ୍କ୍ ଧାତୁ+କର୍ତ୍ତୃ ଅନ+ସ୍ତ୍ରୀ. ଈ) ବିଷ୍କି ଯାଇଥିବା ଗାଈ; ବରଡ଼ ଗାଈ (ହି. ଶ) — A cow which has all but gone dry
  • ସଂ. ବି. ସ୍ତ୍ରୀ—(ବଷ୍କ୍ ଧାତୁ+କର୍ତ୍ତୃ ଅନ+ସ୍ତ୍ରୀ. ଈ) [ଦ୍ର—ଏ ଗାଈର ଦୁଧ ଅନ୍ୟ ଗାଈର ଦୁଧ ଅପେକ୍ଷା ଗାଢ଼ା ଓ ମିଠା ହୁଏ।]
  • ସଂ. ବି. ସ୍ତ୍ରୀ—(ବଷ୍କ୍ ଧାତୁ+କର୍ତ୍ତୃ ଅନ+ସ୍ତ୍ରୀ. ଈ) ଯେଉଁ ଗାଈର ବାଛୁରୀ ବଢ଼ି ଯାଇଅଛି — A cow having a full grown calf (Apte)
  • ସଂ. ବି. ସ୍ତ୍ରୀ—(ବଷ୍କ୍ ଧାତୁ+କର୍ତ୍ତୃ ଅନ+ସ୍ତ୍ରୀ. ଈ) ବହୁ— ପ୍ରସବା ଗୌ — A prolific cow (Apte)