ବଷଟ୍କାର Bashaṭkāra

  • ସଂ. ବି. (ବଷଟ୍= ତ୍ୟାଗାର୍ଥକ ମନ୍ତ୍ର+କୃ ଧାତୁ+ଅ) — ଦେବତାଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଆହୁତି ପ୍ରଦାନ; ହୋମ — Act of offering oblations to the Gods in fire