ବଶୀକରଣ Baṡīkaraṇa

  • ସଂ. ବି. (ବଶ+ଅଭୁତତଭାବେ ଚ୍ୱି+କରଣ) — ଲୋକକୁ ବଶ କରିବା — Act of bringing a person under control
  • ସଂ. ବି. (ବଶ+ଅଭୁତତଭାବେ ଚ୍ୱି+କରଣ) — ତାନ୍ତ୍ରିକ ଅଭିଚାରବିଶେଷ — A Tantric process of subduing another
  • ସଂ. ବି. (ବଶ+ଅଭୁତତଭାବେ ଚ୍ୱି+କରଣ) — (+କରଣ ଅନ) ପରକୁ ବଶ କରିବା ପାଇଁ ବ୍ୟବହୃତ ତାନ୍ତ୍ରିକ ମନ୍ତ୍ର ଯନ୍ତ୍ରାତି — Esoteric magical applications to bring others under control; a magical charm
  • ସଂ. ବି. (ବଶ+ଅଭୁତତଭାବେ ଚ୍ୱି+କରଣ) — (ଯଥା—ସ୍ତ୍ରୀ ବଶୀକରଣ, ସ୍ୱାମୀ ବଶୀକରଣ, ରାଜ ବଶୀକରଣ, ସର୍ପ ବଶୀକରଣ, ଶତ୍ରୁ ବଶୀକରଣ ଇତ୍ୟାଦି)
  • ସଂ. ବି. (ବଶ+ଅଭୁତତଭାବେ ଚ୍ୱି+କରଣ) — [ଦ୍ର—ଏହା ତନ୍ତ୍ରୋକ୍ତ ପଞ୍ଚକ୍ରିୟାର ଅନ୍ତର୍ଗତ। ପଞ୍ଚକ୍ରିୟା ଯଥା— ସ୍ତମ୍ଭନ, ମୋହନ, ବଶୀକରଣ, ଉଟ୍ଟାଟନ ଓ ମାରଣ। ତନ୍ତ୍ର ତଳେ ନୋଟ୍ ଦ୍ରଷ୍ଟବ୍ୟ; ଅଥର୍ବ ବେଦରେ ବଶୀକରଣ ବିଷୟର ଉଲ୍ଲେଖ ଅଛି।]