ବଶ ହେବା Baṡa hebā

  • ଦେ. କ୍ରି — ବଶୀଭୂତ ହେବା; ଆଜ୍ଞାକାରୀ ହେବା — To be subservient
  • ଦେ. କ୍ରି — ଇନ୍ଦ୍ର ତ ଅର୍ଜୁନଙ୍କଠାରେ ବଶ ହେଲେ— କୃଷ୍ଣ ସିଂହ ମହାଭାରତ ବନ)
  • ଦେ. କ୍ରି — ପୋଷା ମାନିବା — To be tamed; to be domesticated