ବଶ କରିବା Baṡa karibā
- ଦେ. କ୍ରି. — ବଶୀଭୂତ କରିବା — To subjugate; to bring under control
- ଦେ. କ୍ରି. — ମୁଗ୍ଧ କରିବା — To Enchant; to charm
- ଦେ. କ୍ରି. — ପୋଷା ମନାଇବା — To tame
- ଦେ. କ୍ରି. — ମନ୍ତ୍ର ବା ବଶୀକରଣ ଦ୍ୱାରା କରଗତ କରିବା — To bring a person under control by magical means or charms