ବଶଣି Baṡaṇi

  • ଦେ. ବି — କଞ୍ଚା ଲଙ୍କାମରିଚର ଆକୃତି ବିଶିଷ୍ଟ ଆଙ୍କୁଶୀ ଲାଗିଥିବା ନାକର ବାଆଁ ପୁଡ଼ାରେ ପିନ୍ଧାଯିବା ଏକପ୍ରକାର ଅଳଙ୍କାର — A hooked pendant for the nose
  • ଦେ. ବି — ପ୍ରଜା ଉପରେ ରାଜସ୍ୱ ବା ଜମିର ପରିମାଣର ଅନୁପାତରେ ଧାର୍ଯ୍ୟ କରାଯିବା ଅଧିକା ଟ୍ୟାକସ୍ ବା ଶୁଳ୍କ — Addititonal assessment; cess assessed on the money-rent or area of a holding