ବଳୟ Baḻaya

  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — କରଭୂଷଣ; କଙ୍କଣ; ଖଡ଼ୁ — Wristlet; bracelet
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — [ଦ୍ର—ଓଡ଼ିଆରେ ଗୋଡ଼ର ଭୂଷଣ 'ବଳା' ଓ ବଙ୍ଗଳାରେ ହାତର ଭୂଷଣ 'ବାଲା' ଏହି ଶବ୍ଦର ଅପଭ୍ରଂଶ।]
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — ବାଡ଼ି ଅଗରେ ବସାଯିବା ଧାତୁନିର୍ମିତ ମୁଦିଆ ବା ବଳା — A circular ring of metal
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — ଗୋଲାକାର ବାଡ଼; ବେଷ୍ଟନ — A circular enclosure
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — ମଣ୍ଡଳ — Circle
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — (+ ଭାବେ. ଅୟ) ବେଷ୍ଟନ — Circumscribing; encircling
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — (+ କର୍ତ୍ତୃ. ଅୟ) ଗଳରୋଗବିଶେଷ — A kind of throat disease
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — [ଦ୍ର—ଏହା 18 ପ୍ରକାର ଗଳଗଣ୍ଡ ରୋଗରୁ ଏକ ଅଟେ; ଏଥିରେ କଫ ଯୋଗୁଁ ଗଳନାଳୀର ଗୋଟିଏ ଗଣ୍ଠି ହୋଇଯାଏ ଓ ଏହା ଅନ୍ନର ପଥ ରୋଧ କରେ; ଏହା ଅସାଧ୍ୟ—ହି. ଶ।] — [ଦ୍ର—ଏହା18ପ୍ରକାର ଗଳଗଣ୍ଡ ରୋଗରୁ ଏକ ଅଟେ; ଏଥିରେ କଫ ଯୋଗୁଁ ଗଳନାଳୀର ଗୋଟିଏ ଗଣ୍ଠି ହୋଇଯାଏ ଓ ଏହା ଅନ୍ନର ପଥ ରୋଧ କରେ; ଏହା ଅସାଧ୍ୟ—ହି. ଶ]
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — ଶାଖା — A branch
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — କଟିମେଖଳା — The zone or girdle of a married woman
  • ସଂ. ବି. (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ) — ଗୋଡ଼ି; କଙ୍କର (ହି. ଶ.) — Pebble