ବଳ୍ (ଧାତୁ) Baḻ (root)

  • ସଂ. — ଆବରଣ କରିବା — To cover
  • ସଂ. — ବେଷ୍ଟନ କରିବା — To encompass; to surround
  • ସଂ. — ଦାନ କରିବା — To give
  • ସଂ. — ପ୍ରାଣ ଧାରଣ କରିବା — To live
  • ସଂ. — ବଧ କରିବା — To kill