ବଳୋପବିଷ୍ଟ Baḻipabishṭa

  • ସଂ. ବିଣ. (ତୃତୀୟାତତ୍; ବଳ+ଉପବିଷ୍ଟ) — ଶକ୍ତି— ବିଶିଷ୍ଟ — Powerful; endowed with strength
  • ସଂ. ବିଣ. (ତୃତୀୟାତତ୍; ବଳ+ଉପବିଷ୍ଟ) — ଜବରଦସ୍ତି ପ୍ରବେଶ କରିଥିବା — Entering into a place by force