ବଳିଷ୍ଠ Baḻshṭha
- ସଂ. ବିଣ (ବଳବତ୍+ଅତ୍ୟର୍ଥେ. ଇଷ୍ଠ) — ଅତ୍ୟନ୍ତ ବଳବାନ୍ — Very strong
- ସଂ. ବିଣ (ବଳବତ୍+ଅତ୍ୟର୍ଥେ. ଇଷ୍ଠ) — ବଳୁଆ — Strong
- ସଂ. ବିଣ (ବଳବତ୍+ଅତ୍ୟର୍ଥେ. ଇଷ୍ଠ) — ବଳବତ୍ତମ — Strongest
- ସଂ. ବିଣ (ବଳବତ୍+ଅତ୍ୟର୍ଥେ. ଇଷ୍ଠ) — କାର୍ଯ୍ୟକ୍ଷମ — Fir for work; hale
- ସଂ. ବିଣ (ବଳବତ୍+ଅତ୍ୟର୍ଥେ. ଇଷ୍ଠ) — ହୃଷ୍ଟ ପୁଷ୍ଟ — , Well developed; stout; robust