ବଳିପୁଷ୍ଟ Baḻipushṭa

  • ସଂ. ବିଣ. ପୁଂ( 3 ୟା ତତ୍) — ବଳି ବା ଖାଦ୍ୟାଂଶଦ୍ୱାରା ପାଳିତ — Brought up with food thrown after meals
  • ସଂ. ବିଣ. ପୁଂ( 3 ୟା ତତ୍) — ଅଇଁଠାଖିଆ — Living on the leavings of other people's tables
  • ସଂ. ବି — କାକ; କୁଆ — Crow