ବଳିଧ୍ୱଂସୀ Baḻidhwaṁsī

  • ସଂ. ବି. ପୁଂ—(ବଳି+ ଧ୍ୱଂସ୍ ଧାତୁ+ କର୍ତ୍ତୃ. ଇନ୍; 1 ମା. 1 ବ.) — ଯେ ବାମନାବତାରରେ ବଳିକୁ ନାଶ କରିଥିଲେ)—ବିଷ୍ଣୁ — A name of Bishṇu