ବଳି ନନ୍ଦନ Baḻi nandana

  • ସଂ. ବି. ( 6 ଷ୍ଠୀ ତତ୍) — ବାଣାସୁର — A demon; son of Baḻi
  • ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ବଳି ରାଜାଙ୍କର ଚାରିଗୋଟି ପୁତ୍ର ଥିଲେ, କିନ୍ତୁ 'ବଳିନନ୍ଦନ' କେବଳ ବାଣାସୁରକୁ ବୁଝାଏ।]