ବଳାହକବଲ୍ଲୀ Baḻāhakaballī

  • ସଂ. ବି (ରୂପକ; ବଳାହକ=ମେଘ+ବଲ୍ଲୀ=ଲତା) — ବିଜୁଳି — Lighting
  • ସଂ. ବି (ରୂପକ; ବଳାହକ=ମେଘ+ବଲ୍ଲୀ=ଲତା) — କଟି ତଟେ ପୀତ ବସନ ବିରାଜେ ବଳାହକ ବଲ୍ଲୀ ସମାନ। ଦୀନକୃଷ୍ଣ ରସକଲ୍ଲୋଳ।