ବଳାରାତି Baḻārāti

  • ସଂ. ବି. (ବବଳ ନାମକ ଅସୁରର ଅରାତି; 6 ଷ୍ଠୀ ତତ୍) — ଇନ୍ଦ୍ର — Indra
  • ଦେ. ବି — ପେଚା — Owl
  • ଦେ. ବି — (ସଂ. ଓ ଦେ) ବଳାରାତି ନାକ ବିହାରକୁ ମତି ସ୍ଫୁରତ୍ୱରିତେ ପଳାଇ— ଭଞ୍ଜ ବୈଦେହୀଶବିଳାସ।