ବଳାବଳି Baḻābaḻi

  • ଦେ. ବି — ଜଣେ ଅନ୍ୟ ଜଣକୁ ବଳିପଡ଼ିବା ଅବସ୍ଥା — To state of one exceeding the other
  • ଦେ. ବି — ବଳାତ୍କାର — Use of force or violence
  • ଦେ. ବି — ଅନୁରୋଧାତିଶଯ୍ୟ — Importunity
  • ଦେ. ବି — ନୁହଇ ସେ ବଳି, ରାଗ ସରାଗଲୀଳା ବଳାବଳି— ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି।