ବଳାନ୍ୱିତ Baḻānwita

  • ସଂ. ବିଣ. (ବଳ+ ଅନ୍ୱିତ; 3 ୟା ତତ୍) — ଶକ୍ତିଯୁକ୍ତ — Mighty; powerful
  • ସଂ. ବିଣ. (ବଳ+ ଅନ୍ୱିତ; 3 ୟା ତତ୍) — ସୈନ୍ୟ ପରିବୃତ୍ତ — Accompanied or surrounded by an army