ବଳାତ୍କାର Baḻātkāra

  • ସଂ. ବି (ବଳାତ୍+କୃ ଧାତୁ+ଭାବ. ଅ) — 1 ଅତ୍ୟାଚାର; ଦୈରାତ୍ମ୍ୟ; ଜୋରପ୍ରକାଶ; ଜବରଦସ୍ତି; ଜୋର୍ ଜୁଲମ୍ — 1ଅତ୍ୟାଚାର; ଦୈରାତ୍ମ୍ୟ; ଜୋରପ୍ରକାଶ; ଜବରଦସ୍ତି; ଜୋର୍ ଜୁଲମ୍—1. Oppression; violence; outrage
  • ସଂ. ବି (ବଳାତ୍+କୃ ଧାତୁ+ଭାବ. ଅ) — କୌଣସି ବ୍ୟକ୍ତିର ଇଚ୍ଛାବିରୋଧରେ ବଳପୂର୍ବକ କୌଣସି କାର୍ଯ୍ୟ କରାଇବା (ହି. ଶ.) — Coercion
  • ସଂ. ବି (ବଳାତ୍+କୃ ଧାତୁ+ଭାବ. ଅ) — ବଳପ୍ରୟୋଗ — Use of force
  • ଦେ. ବି — ବଳପ୍ରୟୋଗପୂର୍ବକ ସ୍ତ୍ରୀସଙ୍ଗମ କରିବା — Rape; outraging female modesty
  • ଦେ. ବି — ଖାତକକୁ ଅଟକ ରଖିବାପୂର୍ବକ ଦଣ୍ଡ — Forcible detention of a debtor as punishment