ବଳାତ୍କାରେ Baḻatkāre

  • ଦେ. କ୍ରି. ବିଣ. (ସଂ. ବଳାତ୍କାର) — ବଳେ ବଳେ; ବାଧ୍ୟ ହୋଇ — Perforce
  • ଦେ. କ୍ରି. ବିଣ. (ସଂ. ବଳାତ୍କାର) — ଅଗତ୍ୟା — Necessarily
  • ଦେ. କ୍ରି. ବିଣ. (ସଂ. ବଳାତ୍କାର) — ବଳାତ୍କାରେ ନିଜ ଆସନରୁ ଉଠି ଚାହିଁଲେ ସେ ନଳଙ୍କୁ ଆଡ଼କରି ପିଠି। କୃଷ୍ଣସିଂହ ମହାଭାରତ ବନ।
  • ଦେ. କ୍ରି. ବିଣ. (ସଂ. ବଳାତ୍କାର) — ନିଶ୍ଚେ — Certainly
  • ଦେ. କ୍ରି. ବିଣ. (ସଂ. ବଳାତ୍କାର) — ବଳପୂର୍ବକ; ଜୋର ଜୁଲମ କରି — Forcibly; voilently
  • ଦେ. କ୍ରି. ବିଣ. (ସଂ. ବଳାତ୍କାର) — ବଳାତ୍କାରେ ସ୍ତିରୀମାନଙ୍କୁ ଧରିଆଣି ନ ରଖିବ ଘରେ ମୋ ବଚନକୁ ମାନି। କୃଷ୍ଣସିଂହ ମହାଭାରତ, ଶାନ୍ତି
  • ଦେ. କ୍ରି. ବିଣ. (ସଂ. ବଳାତ୍କାର) — ଉପାୟାନ୍ତରବିହୀନ ହୋଇ — Having no other alternative left
  • ଦେ. କ୍ରି. ବିଣ. (ସଂ. ବଳାତ୍କାର) — (ଯଥା—ମୁଁ ଆଗେ କେତେ ଅନୁସରଣ କରି କେତେ ନେହୁରା ହେଉଥିଲି, ତେବେ ତୋ ମନ ତରଳୁ ନ ଥିଲା, ଏବେ ତୋର ମୋଠେଇ କାମ ପଡ଼ିଲାଣି, ତୁ ବଳାତ୍କାରେ ଆସି ମୋ ଗୋଡ଼ ଧରିବୁ ଯେ।)