ବଳସ୍ଥିତି Baḻasthiti

  • ସଂ. ବି. ( 6 ଷ୍ଠୀ ତତ୍) — ସେନାନିବାସ; ଛାଉଣୀ — Cantonment; camp
  • ସଂ. ବି. ( 6 ଷ୍ଠୀ ତତ୍) — ସୈନ୍ୟ ସମାବେଶ — Array of troops
  • ସଂ. ବି. ( 6 ଷ୍ଠୀ ତତ୍) — ସୈନ୍ୟ— ମାନଙ୍କର ଅବସ୍ଥିତି — The position of an army