ବଳଭଦ୍ର ଭଞ୍ଜ Baḻabhadra bhan̄ja

  • ଦେ. ବି — ଗଞ୍ଜାମ ଜିଲ୍ଲା ଘୁମୁସର ରାଜ୍ୟର ଜନୈକ ପୁରାତନ ସାହିତ୍ୟିକ ରାଜା — Name of a literary Raja of Ganjam district
  • ଦେ. ବି — [ଦ୍ର—ସେ 1027-1056 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ସେ ଉତ୍କଳର ପ୍ରଥମ କବି ଏବଂ ଉତ୍କଳଭାଷାରେ 'ଭାଗବତ' ନାମକ ଖଣ୍ଡିଏ କାବ୍ୟ ରଚନା କରିଥିଲେ। ତାରିଣୀଚରଣ—ଉତ୍କଳସାହିତ୍ୟ ଇତିହାସ।] — [ଦ୍ର—ସେ1027-1056ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ସେ ଉତ୍କଳର ପ୍ରଥମ କବି ଏବଂ ଉତ୍କଳଭାଷାରେ 'ଭାଗବତ' ନାମକ ଖଣ୍ଡିଏ କାବ୍ୟ ରଚନା କରିଥିଲେ ତାରିଣୀଚରଣ—ଉତ୍କଳସାହିତ୍ୟ ଇତିହାସ]