ବଳଭଦ୍ର ଗୋତ୍ରୀ Baḻabhadra gotrī

  • ଦେ. ବି (ସଂ. ବଳଭଦ୍ର+ ଗୋତ୍ରୀୟ) — ଓଡ଼ିଆ ବ୍ରାହ୍ମଣ— ମାନଙ୍କର ଏକ ନିମ୍ନଶାଖା; ମାସ୍ତାନ — A low class of Oria Brāhmaṇas
  • ଦେ. ବି (ସଂ. ବଳଭଦ୍ର+ ଗୋତ୍ରୀୟ) — [ଦ୍ର—ଏମାନେ ଆଠ କର୍ମରେ ବ୍ରତ ହୁଅନ୍ତି, କିନ୍ତୁ ଏମାନଙ୍କର ସାବିତ୍ରୀ ପ୍ରଦାନ ବା ବ୍ରତ ସମୟରେ ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ ପ୍ରଥା ନାହିଁ। ଏମାନେ ସାଧାରଣତଃ ହଳ କରନ୍ତି ଓ ପିକା ଖାଆନ୍ତି, ଏମାନଙ୍କ ମଧ୍ୟରେ ସେନାପତି, ସାହୁ, ସ୍ୱାଇଁ, ମହାନ୍ତି ଆଦି ଶୂଦ୍ରୋଚିତ ବଂଶୋପାଧି ଅଛି।]