ବଳଦ ବାପଡ଼ା Baḻada bāpaṟḍ̠ā

  • ଦେ,. ବି — ବଳଦ ବିଚରା (ବଳଦ ପ୍ରତି ପ୍ରୀତି ବା ଅନୁକମ୍ପାସୂଚକ ସମ୍ବୋଧନ) — The poor bullock (used in pity.)
  • ଦେ,. ବି — ବଳଦ ବାପଡ଼ା ବିଭା ହୋଇଗଲା ଗଗନେ ଉଡ଼ିଲା ଧୂଳି ବିଲର କଙ୍କଡ଼ା ମୃଦଙ୍ଗ ଟିପିଲେ ବେଙ୍ଗ ଦେଲେ ହୁଳିହୁଳି— ଶରୀରଭେଦ ଭଜନ । ଗାଈ ସହଦେବଙ୍କର, ଷଣ୍ଢ ମହାଦେଙ୍କର ବଳଦବାପୁଡ଼ା କାହାରି ନୁହେଁ—ଢ଼ଗ ।