ବଳଗଣ୍ଡି Baḻagaṇḍi
- ଦେ. ବି. — ରଥଯାତ୍ରାରେ ବଡ଼ଦାଣ୍ଡର ଯେଉଁ ଅଂଶରେ ରଥ ଟଣା ଆରମ୍ଭ ହେବା ପରେ ପ୍ରଥମେ ରଥମାନ ଅଟକା ଯାଏ — Name of a place in the grand road of Puri where the cars of the 3 Idols are stopped for the first time after they are dragged; name of the first halting place of the Puri cars
- ଦେ. ବି. — ବଳଗଣ୍ଡିଠାରେ ରହି ଯାଅ ଜଗନ୍ନାଥ । ଭଞ୍ଜ. ବୈଦେହୀଳବିଳାସ ।