ବଳକ୍ଷ ପକ୍ଷ Baḻaksha pakasha

  • ସଂ. ବି. (କର୍ମଧା) — ଚାନ୍ଦ୍ର ମାସର ଶୁକ୍ଳ ପକ୍ଷ; ଜହ୍ନ ପଖ — The bright fortnight of the lunar month
  • ସଂ. ବି. (କର୍ମଧା) — ଧଳା ଡେଣା — White wing