ବଳକା Baḻakā
- ଦେ. ବିଣ. (ସଂ. ବହୁଳ) — ବହକା; ପ୍ରୟୋଜନାତିରିକ୍ତ ଉଦୃତ୍ତ; ଅଧିକା — Excessive; redundant; superfluous; in excess of requirement
- ଦେ. ବିଣ. (ସଂ. ବହୁଳ) — ପୁଣି ବଳକା ଖରଚ ଦେଖି ଭାରି ଦିକ୍ଦାର ଫକୀରମୋହନ. ଗଳ୍ପସ୍ୱଳ୍ପ।
- ଦେ. ବିଣ. (ସଂ. ବହୁଳ) — ପ୍ରୟୋଜନାବଶିଷ୍ଟ — Remaining over after use; surplus
- ଦେ. ବି — ପ୍ରୟୋଜନାତିରିକ୍ତ ପଦାର୍ଥ; ଉଦ୍ବୃତ୍ତ ପଦାର୍ଥ — Redundant thing; surplusage; a thing remaining over; being in excess of one's requirements
- ଦେ. ବି — ବହୁଳତା; ପ୍ରୟୋଜନାଧିକ୍ୟ — Redundance; excess