ବଳ ପଶା Baḻa paṡā

  • ଦେ. ବିଣ. ପୁଂ (ସଂ. ବଳ+ପ୍ରବେଶ) — ଯେ ଜବରଦସ୍ତି ପ୍ରବେଶ କରେ — Entering a place forcibly
  • ଦେ. ବିଣ. ପୁଂ (ସଂ. ବଳ+ପ୍ରବେଶ) — ଯେ ନିମନ୍ତ୍ରିତ ନ ହୋଇ କୌଣସି ସ୍ଥାନକୁ ଯାଏ — Going to a place uninvited
  • ଦେ. ବିଣ. ପୁଂ (ସଂ. ବଳ+ପ୍ରବେଶ) — ଆମ୍ବ କସି ! କଥା ଲହସରେ ଚାଲି ଅଇଲି ମତେ ନ ବୋଲିବୁ ବଳପଶୀ—ଢଗ ।