ବଳ କରିବା Baḻa karibā

  • ଦେ. କ୍ରି — ବାଳବାନ୍ କରିବା; ଶରୀରରେ ବଳ ଦେବା — To give strength; to strengthen
  • ଦେ. କ୍ରି — (ଯଥା—ଘିଅଦୁଧ ଖୁବ୍ ବଳ କରେ)
  • ଦେ. କ୍ରି — କୌଣସି ବ୍ୟକ୍ତିକୁ ବା ବିଷୟକୁ ଆପଣାର ପ୍ରଧାନ ସହାୟକରୂପେ ଭରସା କରିବା — To depend upon a thing or person as one's support or prop
  • ଦେ. କ୍ରି — (ଯଥା—ମୋ ନିମିତ୍ତ୍ୟଘରଟି ଉଠାଇବା ପାଇଁ ମୁଁ ମୋ ସାଆନ୍ତଙ୍କୁ ଖୁବ୍ ବଳ କରିଛି ।)
  • ଦେ. କ୍ରି — ଜୋର୍ ପ୍ରକାଶ କରିବା — To exhibit one's strength