ବଲ୍ଲାଲ ସେନ Ballāla sena
- ଦେ. ବି. (ନାମ) — ବଙ୍ଗ ଦେଶରେ ରାଜତ୍ୱ କରୁଥିବା ସେନ ବଂଶୀୟ ରାଜାମାନଙ୍କ ମଧ୍ୟରୁ ଜଣେ — One of the sen kings of Bengal
- ଦେ. ବି. (ନାମ) — [ଦ୍ର—ଏ ରାଜା ବିଜୟ ସେନଙ୍କ ପୁତ୍ର ଓ ସେନବଂଶୀୟ ରାଜା— ମାନଙ୍କ ମଧ୍ୟରେ ପ୍ରସିଦ୍ଧ; ବଲ୍ଲାଲ ସେନ ବଙ୍ଗୀୟ ବ୍ରାହ୍ମଣ, କାୟସ୍ଥ ଓ ବେଦ୍ୟମାନଙ୍କ ମଧ୍ୟରେ କୁଳୀନ ପ୍ରଥାର ସୃଷ୍ଟି କରିଥିଲେ। ସେ ଗୁଣ ଅନୁସାରେ କୁଳୀନମାନଙ୍କୁ ପ୍ରଥମେ ବାଛିଥିଲେ। ପରେ ଏହା ବଂଶାନୁଗତ ହେବାରୁ ନାନା ଦୋଷମୁକ୍ତ ହେଲା। ଏ ସ୍ୱୀୟ ରାଜ୍ୟକୁ 5 ଭାଗରେ ବିଭକ୍ତ କରିଥିଲେ। 1 ରାଢ଼ (ବର୍ତ୍ତମାନ ବର୍ଦ୍ଧମାନ ବିଭାଗ) 2 ବରେନ୍ଦ୍ର (ବର୍ତ୍ତମାନ ରାଜସାହୀ ବିଭାଗ), 3 ବାଗଡ଼ା (ବର୍ତ୍ତମାନ ପ୍ରେସିଡ଼େନସୀ ବିଭାଗ) 4 ବଙ୍ଗ (ପୂର୍ବ ବଙ୍ଗ) 5 ମିଥିଲା (ଉତ୍ତର ବିହାର)। ଏହାଙ୍କର ନବଦ୍ୱୀପ, ଗୌଡ଼ ଓ ରାମପାଳି ଏପରି 3 ସ୍ଥାନରେ ରାଜଧାନୀ ଥିଲା। ଏ 50 ବର୍ଷ ରାଜତ୍ୱ କରିଥିଲେ ଓ ଦାନସାଗର ନାମକ ସୁପ୍ରସିଦ୍ଧ ସଂସ୍କୃତଗ୍ରନ୍ଥ ରଚନା କରିଥିଲେ—ସୁବଳଚନ୍ଦ୍ର] — [ଦ୍ର—ଏ ରାଜା ବିଜୟ ସେନଙ୍କ ପୁତ୍ର ଓ ସେନବଂଶୀୟ ରାଜା— ମାନଙ୍କ ମଧ୍ୟରେ ପ୍ରସିଦ୍ଧ; ବଲ୍ଲାଲ ସେନ ବଙ୍ଗୀୟ ବ୍ରାହ୍ମଣ, କାୟସ୍ଥ ଓ ବେଦ୍ୟମାନଙ୍କ ମଧ୍ୟରେ କୁଳୀନ ପ୍ରଥାର ସୃଷ୍ଟି କରିଥିଲେ ସେ ଗୁଣ ଅନୁସାରେ କୁଳୀନମାନଙ୍କୁ ପ୍ରଥମେ ବାଛିଥିଲେ ପରେ ଏହା ବଂଶାନୁଗତ ହେବାରୁ ନାନା ଦୋଷମୁକ୍ତ ହେଲା ଏ ସ୍ୱୀୟ ରାଜ୍ୟକୁ5ଭାଗରେ ବିଭକ୍ତ କରିଥିଲେ1ରାଢ଼ (ବର୍ତ୍ତମାନ ବର୍ଦ୍ଧମାନ ବିଭାଗ)2ବରେନ୍ଦ୍ର (ବର୍ତ୍ତମାନ ରାଜସାହୀ ବିଭାଗ),3ବାଗଡ଼ା (ବର୍ତ୍ତମାନ ପ୍ରେସିଡ଼େନସୀ ବିଭାଗ)4ବଙ୍ଗ (ପୂର୍ବ ବଙ୍ଗ)5ମିଥିଲା (ଉତ୍ତର ବିହାର) ଏହାଙ୍କର ନବଦ୍ୱୀପ, ଗୌଡ଼ ଓ ରାମପାଳି ଏପରି3ସ୍ଥାନରେ ରାଜଧାନୀ ଥିଲା ଏ50ବର୍ଷ ରାଜତ୍ୱ କରିଥିଲେ ଓ ଦାନସାଗର ନାମକ ସୁପ୍ରସିଦ୍ଧ ସଂସ୍କୃତଗ୍ରନ୍ଥ ରଚନା କରିଥିଲେ—ସୁବଳଚନ୍ଦ୍ର]