ବଲ୍ଲରୀ Ballarī
- ସଂ. ବି (ବଲ୍ଲ୍ ଧାତୁ= ଆଛାଦନ କରିବା+କର୍ତ୍ତୃ. ଅରି; ଈ) — ମଞ୍ଜରୀ — Sprout; shoot
- ସଂ. ବି (ବଲ୍ଲ୍ ଧାତୁ= ଆଛାଦନ କରିବା+କର୍ତ୍ତୃ. ଅରି; ଈ) — ଲତା; ବ୍ରତତୀ — A creeper
- ସଂ. ବି (ବଲ୍ଲ୍ ଧାତୁ= ଆଛାଦନ କରିବା+କର୍ତ୍ତୃ. ଅରି; ଈ) — ମେଥି (ହି. ଶ.) — Fenugrick
- ସଂ. ବି (ବଲ୍ଲ୍ ଧାତୁ= ଆଛାଦନ କରିବା+କର୍ତ୍ତୃ. ଅରି; ଈ) — ବଚ (ହି. ଶ) — Acornus Calamus (root); sweet flag
- ସଂ. ବି (ବଲ୍ଲ୍ ଧାତୁ= ଆଛାଦନ କରିବା+କର୍ତ୍ତୃ. ଅରି; ଈ) — ଏକ ପ୍ରକାର ବାଦ୍ୟ (ହି. ଶ.) — A kind of musical instrument