ବଲାନି ଦେବା Balāni debā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବଳି; ତୁଳ ହି. ବଲୀ ଦେନା) — ଗ୍ରାମରେ ହଇଜା, ବସନ୍ତ ଆଦି ଲାଗିଲା ବେଳେ ବା ଭୂତ ପ୍ରେତ ଆଦିଙ୍କୁ ଛଡ଼ାଇବା ପାଇଁ ଗ୍ରାମ ଶେଷ ଛକ ମୁଣ୍ଡରେ ନୈବେଦ୍ୟ, ଛେନାପଣା ହାଣ୍ଡି ଓ ପିତୁଳା ଆଦି ଥୋଇବା — To leave the offerings to the village-goddess at the extremity of the village during the prevalence of Smallpox, cholera etc, with a hope that the evil spirits will be propitiated thereby