ବରୟିତ୍ରୀ Barayitrī

  • ସଂ. ବି. ସ୍ତ୍ରୀ. (ବରୟିତୃ+ସ୍ତ୍ରୀ. ଈ) — ସ୍ୱୟଂବରା ପତ୍ନୀ — A wife who has got her husband by selection
  • ସଂ. ବିଣ. ସ୍ତ୍ରୀ — ବରୟିତାର ସ୍ତ୍ରୀଲିଙ୍ଗ — Feminine of Barayitā