ବରଡ଼ା ପତ୍ର Baraṟḍ̠ā patra
- ଦେ. ବି. (ସଂ. ବିରାଟ) — ନଡ଼ିଆ ଓ ତାଳ ଗଛର ବାହୁଙ୍ଗାର ଦୁଇ ପାଖରେ ସଂଲଗ୍ନ ପତ୍ର — The leaves attached to the ridge of the bough of cocoanut and plam trees
- ଦେ. ବି. (ସଂ. ବିରାଟ) — [ଦ୍ର—ଏ ପତ୍ରମାନ ସାମାନ୍ୟ ପବନରେ ଥରନ୍ତି, ଏଥିପାଇଁ କୌଣସି ବ୍ୟକ୍ତିର ଦେହ କମ୍ପିଲେ ଲୋକେ କହନ୍ତି ତା ଦିହ ବରଡ଼ାପତ୍ର ପରି ଥରୁଛି।]
- ଦେ. ବି. (ସଂ. ବିରାଟ) — ନଡ଼ିଆ ଓ ତାଳ ଗଛର ବାହୁଙ୍ଗା — Branches of cocoanut and palm trees