ବର୍ହିମୁଖ Barhimukha

  • ସଂ. ବି. (ବର୍ହି=ଅଗ୍ନି ଅଟେ ମୁଖ ଯାହାର; ଅଗ୍ନିରେ ଆହୁତି ଦେଲେ ଯେଉଁମାନେ ଖାଆନ୍ତି) — ଦେବତା — The gods; celestial beings; deities