ବର୍ହବାନ୍ Barhabān

  • ସଂ. ବିଣ. (ବର୍ହ+ଅଛି ଅର୍ଥରେ ବତ୍) — ଅଗ୍ନି — Fire
  • ସଂ. ବିଣ. (ବର୍ହ+ଅଛି ଅର୍ଥରେ ବତ୍) — ମୟୂର — Peacock