ବର୍ଷୋପଳ Barshopaḻa

  • ସଂ. ବି. ( 6 ଷ୍ଠୀ ତତ୍; ବର୍ଷା = ବୃଷ୍ଟି+ଉପଳ=ପ୍ରସ୍ତର) — କରକା; କୁଆପଥର — Hail stone
  • ସଂ. ବି. ( 6 ଷ୍ଠୀ ତତ୍; ବର୍ଷା = ବୃଷ୍ଟି+ଉପଳ=ପ୍ରସ୍ତର) — ବର୍ଷୋପଳ ପାତ ଦାତା ଭଜଇ ପ୍ରଦାନ । ଭଞ୍ଜ. ବୈଦେହୀଶବିଳାସ।