ବର୍ଷୀୟାନ୍ Barshīyān
- ସଂ. ବିଣ. ପୁଂ. (ବୃଦ୍ଧ+ଅତି ଶୟାର୍ଥେ ଈୟସ୍; ବର୍ଷୀୟସ୍ ଶବ୍ଦ 1 ମା 1 ବ.) — ଅତି ବୃଦ୍ଧ — Very old
- ସଂ. ବିଣ. ପୁଂ. (ବୃଦ୍ଧ+ଅତି ଶୟାର୍ଥେ ଈୟସ୍; ବର୍ଷୀୟସ୍ ଶବ୍ଦ 1 ମା 1 ବ.) — ବୟୋଜ୍ୟେଷ୍ଠ — Elder; elderly
- ସଂ. ବିଣ. ପୁଂ. (ବୃଦ୍ଧ+ଅତି ଶୟାର୍ଥେ ଈୟସ୍; ବର୍ଷୀୟସ୍ ଶବ୍ଦ 1 ମା 1 ବ.) — ଦୁଇଜଣଙ୍କ ମଧ୍ୟରେ ବୃଦ୍ଧ; ବୃଦ୍ଧତର — Older of the two