ବର୍ଷିଷ୍ଠ Barshishṭha

  • ସଂ. ବିଣ. ପୁଂ. (ବୃଦ୍ଧ+ଅତିଶୟାର୍ଥେ ଇଷ୍ଠ) — ଅତି ବୃଦ୍ଧ — Very old
  • ସଂ. ବିଣ. ପୁଂ. (ବୃଦ୍ଧ+ଅତିଶୟାର୍ଥେ ଇଷ୍ଠ) — ସମସ୍ତଙ୍କ ମଧ୍ୟରେ ବୃଦ୍ଧ; ବୃଦ୍ଧତମ — Oldest; eldest