ବର୍ଷିବା Barshibā
- ଦେ. କ୍ରି. (ସଂ. ବୃଷ୍ଧାତୁ) — ବରଷିବା; ବୃଷ୍ଟି କରିବା — To rain
- ଦେ. କ୍ରି. (ସଂ. ବୃଷ୍ଧାତୁ) — ବୃଷ୍ଟି ଧାରାପରି ଅଜାଡ଼ିବା ବା ଢାଳିବା — To pour like shower
- ଦେ. କ୍ରି. (ସଂ. ବୃଷ୍ଧାତୁ) — କୃଷ୍ଣା କୃଷ୍ଣ କେଶେ ରକ୍ତ ବର୍ଷଇ ପ୍ରଚୁର ବିଦାରିଲା ବୃକୋଦର ତୁଃଶାସନ ଉର । ରାଧାନାଥ. ବେଣୀସଂହାର ।