ବର୍ଷାରମ୍ଭ Barshārambha

  • ସଂ. ବି. ( 6 ଷ୍ଠୀ ତତ୍; ବର୍ଷ+ଆରମ୍ଭ) — ବତ୍ସରର ପ୍ରଥମ ଦିନ — Beginning of a year
  • ସଂ. ବି. ( 6 ଷ୍ଠୀ ତତ୍; ବର୍ଷ+ଆରମ୍ଭ) — ସୁନିଆ — New year's day
  • ସଂ. ବି. ( 6 ଷ୍ଠୀ ତତ୍; ବର୍ଷ+ଆରମ୍ଭ) — (ବର୍ଷା+ ଆରମ୍ଭ) ବର୍ଷାଋତୁର ଆଦ୍ୟ — The beginning of the rainy season