ବର୍ଷାଭାବ Barshābhāba

  • ସଂ. ବି. ( 6 ଷ୍ଠୀ ତତ୍; ବର୍ଷା+ଅଭାବ) — ବୃଷ୍ଟିର ଅଭାବ; ମରୁଡ଼ି — Drought; want of rain