ବର୍ଷାତ୍ୟୟ Barshātyaya

  • ସଂ. ବି. ( 6 ଷ୍ଠୀ ତତ, ବର୍ଷା= ବୃଷ୍ଟିକାଳ+ଅତ୍ୟୟ= ଅବସାନ) ବୃଷ୍ଟିର ଅବସାନ — Cessation of rain; end of the rainy season
  • ସଂ. ବି. ( 6 ଷ୍ଠୀ ତତ, ବର୍ଷା= ବୃଷ୍ଟିକାଳ+ଅତ୍ୟୟ= ଅବସାନ) ଶରତ୍କାଳ — The autumn