ବର୍ଷାଘନ Barshāghana

  • ସଂ. ବି. (ମ. ପ. ଲୋ) — ବରଷୁଥିବା ମେଘ — Raining cloud
  • ସଂ. ବି. (ମ. ପ. ଲୋ) — ବର୍ଷାଘନ ଘନକଶରଦରେ ଖର ନୀଳ ତୁର କୁନ୍ଦ ଫୁଟିଲା ତୁହୀନ ଗିର ଯେ—ଭଞ୍ଜ. ବୈଦେହୀଶବିଳାସ ।