ବର୍ଷାଇବା Barshāibā

  • ଦେ. କ୍ରି — ବର୍ଷିବା କ୍ରିୟାର ଣିଜନ୍ତରୂପ — Causative of Barshibā
  • ଦେ. କ୍ରି — ସୁଧା ବର୍ଷାଇଲୁ, ବତ୍ସେ—ରାଧାନାଥ. ସାବିତ୍ରୀ ଚରିତ।