ବର୍ଷାଂଶ Barshāṁṡa

  • ସଂ. ବି. ( 6 ଷ୍ଠୀ ତତ୍) — ବର୍ଷର ଭିନ୍ନ ଭିନ୍ନ ଅଂଶ — The different components of or periods comprising a year
  • ସଂ. ବି. ( 6 ଷ୍ଠୀ ତତ୍) — [ଯଥା—ଋତୁ; ମାସ, ଦିନ, ଅୟନ ।]
  • ସଂ. ବି. ( 6 ଷ୍ଠୀ ତତ୍) — ମାସ (ହି.ଶ) — Month