ବର୍ଷଣ କରିବା Barshaṇa karibā

  • ଦେ. କ୍ରି — ବରଷିବା — To rain
  • ଦେ. କ୍ରି — ବର୍ଷା ପରି କୌଣସି ପଦାର୍ଥ ଅଜସ୍ର ପାତନ କରିବା; ଅଜାଡ଼ିବା — To shower anything profusely; to pour anything like a shower